ଏକ ଦିବସୀୟ ସାମୂହିକ ପାରାୟଣ

ଏକ ଦିବସୀୟ ସାମୂହିକ ପାରାୟଣ


Save to Calendar

Event Details

ଏକ ଦିବସୀୟ ସାମୂହିକ ପାରାୟଣ

Cuttack City

Sunday, 21 January 2018, 07:30


Event Description


ନମସ୍କାର! ଓମ୍ ସାଇ ରାମ
ସାଇ ଦରବାର ଅନୁକୁଲ୍ୟରେ ତା-୨୧/୦୧/୨୦୧୮ ରିଖ ରବିବାରଦିନ କଟକ ରେ ପୂଜ୍ୟ ଗୁରୁଜୀ ରଚିତ ସାଇ ସତ୍ ଚରିତ ଏକ ଦିବସୀୟ ସାମୂହିକ ପାରାୟଣ ଅନୁଷ୍ଠିତ କରାଯାଉ ଅଛି।
ଯେଉଁ ସାଇ ଭକ୍ତ ସାମୂହିକ ପାରାୟଣରେ ଯୋଗଦେବାକୁ ଇଛୁକ ଅଛନ୍ତି ଯୋଗାଯୋଗ କରିବାକୁ ଅନୁରୋଧ । ଯୋଗାଯୋଗ -୯୬୫୮୦୨୫୨୯୦/ ୯୭୭୮୨୩୨୭୫୧/୯୭୭୬୬୦୪୫୯୦
ଓମ୍ ସାଇ ରାମ



Event Place


Cuttack City

Cuttack, Odisha, 753001 Cuttack, India



View on Facebook

View more events at Cuttack City

Upcoming Events in Cuttack


Leave a comment